ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଏହି ବିଦ୍ୟାଳୟ ଥିଲା ମୋ ଯଶୋଦା ମା’: ଦ୍ରୌପଦୀ ମୁର୍ମୁ

ମ୍ୟାଟ୍ରନ ଶାନ୍ତିଲତାଙ୍କୁ ମନେ ପକାଇଲେ ରାଜ୍ୟପାଳ ଭୁବନେଶ୍ୱର: ଶିକ୍ଷା ଚେତନାକୁ ଜାଗ୍ରତ କରେ। ନିଜକୁ ନିଜ ସହ ପରିଚିତ କରାଏ। ଆମକୁ ବିଚାର କରିବାର ଶକ୍ତି ଦିଏ, ପୁଣି ସ୍ୱାଧୀନ ବି କରାଏ। ମଣିଷ ଜୀବନରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ୟୁନିଟ୍‌-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ … Continue reading ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଏହି ବିଦ୍ୟାଳୟ ଥିଲା ମୋ ଯଶୋଦା ମା’: ଦ୍ରୌପଦୀ ମୁର୍ମୁ